ଭକ୍ତଙ୍କୁ ମାଗଣା ପ୍ରସାଦ :ଶ୍ରୀମନ୍ଦିର ବଜେଟ୍‌ରେ ନୂଆ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କୁ ଏଥର ମିଳିବ ମାଗଣା ପ୍ରସାଦ। ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଦ୍ଵିତୀୟ ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥିଲାଗି ଚଳିତ ବାର୍ଷିକ ବଜେଟ୍‌ରେ ଦେଢ଼ କୋଟିର ବ୍ୟୟବରାଦ କରାଯାଇଛି। ଏଥିସହ ବଜେଟ୍‌ରେ ଶ୍ରୀମନ୍ଦିର ଗୁରୁକୁଳ ଓ ସେବାୟତଙ୍କ ବାସଗୃହ ଖର୍ଚ୍ଚକୁ ବୃଦ୍ଧି କରି ୧୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଅଧଘଣ୍ଟାର ସ୍ୱତନ୍ତ୍ର ଦର୍ଶନ ସାଙ୍ଗକୁ ଅନ୍ୟାନ୍ୟ … Continue reading ଭକ୍ତଙ୍କୁ ମାଗଣା ପ୍ରସାଦ :ଶ୍ରୀମନ୍ଦିର ବଜେଟ୍‌ରେ ନୂଆ ବ୍ୟବସ୍ଥା